അർത്ഥം : କାଶ୍ମୀର, ଆଲମୋଡ଼ାଆଦି ପାହାଡ଼ିଆ ଅଞ୍ଚଳରେ ବ୍ୟବହାର ହେଉଥିବା ଏକ ରେଶମ ବସ୍ତ୍ର ଯାହା ବହୁତ ଗରମ ଲାଗେ
							ഉദാഹരണം : 
							ଥଣ୍ଡାରୁ ରକ୍ଷାପାଇବାପାଇଁ ସେ ମଠା ଉପରେ ସାଲ୍ ଘୋଡ଼େଇ ହେଲା
							
പര്യായപദങ്ങൾ : ପାଟ, ମକୁଟା, ମଠା
മറ്റ് ഭാഷകളിലേക്കുള്ള വിവർത്തനം :
काश्मीर,अलमोड़ा आदि पहाड़ी प्रदेशों में उपयोग किया जानेवाला एक ऊनी वस्त्र जो बहुत गरम होता है।
ठंड से बचने के लिए उसने पट्टू के ऊपर से साल ओढ़ ली।അർത്ഥം : ଏକ ପ୍ରକାରର ନିକୃଷ୍ଟ କଠିନ ଏବଂ ମୋଟା ରେଶମ
							ഉദാഹരണം : 
							ଟସରରୁ ଶାଢ଼ି, ଜାମା ଆଦି ତିଆରି ହୁଏ
							
പര്യായപദങ്ങൾ : ତସର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରେଶମ ପୋକ
							ഉദാഹരണം : 
							ରେଶମ ପ୍ରସ୍ତୁତ କରିବା ଲାଗି ରେଶମ ପୋକକୁ କୋଷ ସହିତ ଗରମପାଣିରେ ଫୁଟାଇଦିଆଯାଏ
							
പര്യായപദങ്ങൾ : ରେଶମ ପୋକ
മറ്റ് ഭാഷകളിലേക്കുള്ള വിവർത്തനം :