അർത്ഥം : ମାଂସ ନିମନ୍ତେ ପଶୁ-ପକ୍ଷୀଙ୍କୁ ହତିଆରରେ ଏକା ଥରକେ କାଟି ପକାଇବାର ଢଙ୍ଗ
							ഉദാഹരണം : 
							ମୁସଲମାନମାନେ ଝଟକାଦ୍ୱାରା କଟା ମାଂସ ଖାଇବାକୁ ପାପ ବୋଲି ବିଚାର କରନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
मांस के लिए पशु-पक्षी काटने का वह ढंग जिसमें उसे हथियार के एक वार से काट डाला जाता है।
मुसलमान झटके द्वारा काटा मांस खाना पाप समझते हैं।അർത്ഥം : ହାଲୁକା ଧକ୍କା
							ഉദാഹരണം : 
							ଝଟକା ଲାଗିବାରୁ ତା ହାତରୁ ଝୋଲା ପଡ଼ିଗଲା  ଝଟକା ଲାଗିବାରୁ ତାର ନିଦ ଖୋଲିଗଲା
							
പര്യായപദങ്ങൾ : ଠୋକର
മറ്റ് ഭാഷകളിലേക്കുള്ള വിവർത്തനം :