അർത്ഥം : କମ୍ ହେବାର ପ୍ରକ୍ରିୟା
							ഉദാഹരണം : 
							ବଢ଼ିଗ୍ରସ୍ତ ଲୋକମାନେ ପାଣି କମିବା ଦେଖି ଖୁସି ହେଲେ
							
പര്യായപദങ്ങൾ : କମିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଣକୁ କିଛି ଦାୟିତ୍ୱ ଦେବା ବା କାହା ଜିମାରେ ରଖିବା
							ഉദാഹരണം : 
							ମୁଁ ଏହି କାମ  ଆପଣଙ୍କ ଜିମା ଦେଲିମୁଁ ଏହି କାମ ଆପଣଙ୍କ ଉପରେ ଛାଡ଼ିଲି
							
പര്യായപദങ്ങൾ : ଜିମା ଦେବା, ଦାୟିତ୍ୱ ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
जिम्मेदारी देना या किसी के जिम्मे करना।
मैं यह काम आपको सौंपता हूँ।അർത്ഥം : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା
							ഉദാഹരണം : 
							ଆଜି ମୁଁ ଚାବି ଘରେ ଭୁଲି ଆସିଛି
							
പര്യായപദങ്ങൾ : ଭୁଲିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାକିରିରୁ ବାହାର କରିବା
							ഉദാഹരണം : 
							ମୁଁ ମୋ ପୁରୁଣା ଚାକରାଣୀକୁ ଛାଡ଼ିଦେଲି
							
പര്യായപദങ്ങൾ : ଛଟେଇ କରିବା, ବର୍ଜନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Remove from a position or an office.
removeഅർത്ഥം : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
							ഉദാഹരണം : 
							ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
							
പര്യായപദങ്ങൾ : ଖୋଲିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।അർത്ഥം : ନିଜ ସଙ୍ଗରେ ନ ରଖିବା ବା ଅନ୍ୟ କେଉଁଠି ରଖିବା, ଛାଡ଼ିବା ବା ରହିବାକୁ ଦେବା
							ഉദാഹരണം : 
							ସେ ମୋତେ ମେଳାରେ ହିଁ ଛାଡ଼ିଦେଲା
							
പര്യായപദങ്ങൾ : ଦୂରେଇଦେବା
മറ്റ് ഭാഷകളിലേക്കുള്ള വിവർത്തനം :
Go and leave behind, either intentionally or by neglect or forgetfulness.
She left a mess when she moved out.അർത്ഥം : କାହାରି ପିଛା କରିବାପାଇଁ ଅନ୍ୟକୁ ତା ପଛରେ ଲଗାଇବା
							ഉദാഹരണം : 
							ପୋଲିସ ଚୋରକୁ ଧରିବାପାଇଁ ତା ପଛରେ କୁକୁର ଛାଡ଼ିଲା
							
പര്യായപദങ്ങൾ : ପଛରେ ଲଗାଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी का पीछा करने के लिए किसी को उसके पीछे लगाना।
पुलिस ने चोर को पकड़ने के लिए उसके पीछे कुत्ते छोड़े।അർത്ഥം : ବଞ୍ଚାଇକରି ରଖିବା
							ഉദാഹരണം : 
							ମୁଁ ଆପଣଙ୍କ ପାଇଁ ଖଣ୍ଡେ କେକ୍ ଛାଡ଼ି ଦେଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :