അർത്ഥം : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
							ഉദാഹരണം : 
							ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
							
പര്യായപദങ്ങൾ : ପ୍ରତିବିମ୍ବ, ପ୍ରତିମାନ, ବିମ୍ବ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭୂତ-ପ୍ରେତ ଆଦିର ଖରାପ ପ୍ରଭାବ
							ഉദാഹരണം : 
							ସରୋଜ ଉପରେ ପ୍ରେତ ସବାର ହୋଇଛି
							
പര്യായപദങ്ങൾ : ସବାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
							ഉദാഹരണം : 
							ପଥିକ ଛାଇରେ ଆରାମ କରୁଅଛି
							
പര്യായപദങ്ങൾ : ଛାୟା
മറ്റ് ഭാഷകളിലേക്കുള്ള വിവർത്തനം :
Relative darkness caused by light rays being intercepted by an opaque body.
It is much cooler in the shade.