അർത്ഥം : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା
							ഉദാഹരണം : 
							ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
							
പര്യായപദങ്ങൾ : ଦାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର୍ଷ ବା ଚାପିବାଦ୍ୱାରା ପଡ଼ିଥିବା ଚିହ୍ନ
							ഉദാഹരണം : 
							ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
A concavity in a surface produced by pressing.
He left the impression of his fingers in the soft mud.അർത്ഥം : କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
							ഉദാഹരണം : 
							ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ
							ഉദാഹരണം : 
							ରେଡ୍କ୍ରସ ଚିକିତ୍ସା କ୍ଷେତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଚିହ୍ନ  ଅର୍ଜୁନ ଉପଲକ୍ଷକୁ ଦେଖି ଲକ୍ଷଭେଦନ କରିଥିଲେ  ମେଘ ହେବାର କୌଣସି ଚିହ୍ନ ନାହିଁ
							
പര്യായപദങ്ങൾ : ଉପଲକ୍ଷ, ନିଶାଣ, ପ୍ରତୀକ, ଲକ୍ଷଣ, ସଙ୍କେତ
മറ്റ് ഭാഷകളിലേക്കുള്ള വിവർത്തനം :
दिखाई देने या समझ में आने वाला ऐसा लक्षण, जिससे कोई चीज़ पहचानी जा सके या किसी बात का कुछ प्रमाण मिले।
रेडक्रास चिकित्सा क्षेत्र का एक महत्वपूर्ण चिह्न है।അർത്ഥം : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
							ഉദാഹരണം : 
							ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।