അർത്ഥം : କର୍କଶ ବା ତୀକ୍ଷ୍ଣ ଶବ୍ଦରେ ଚିତ୍କାର କରିବା
							ഉദാഹരണം : 
							ପିଲାଟି ବହୁତ ରଡ଼ି ଛାଡ଼ୁଛି
							
പര്യായപദങ്ങൾ : ବୋବାଳିବା, ରଡ଼ି ଛାଡ଼ିବା, ହେଙ୍କାଉଠାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
							ഉദാഹരണം : 
							କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
							
പര്യായപദങ്ങൾ : ଉତ୍ପାତ କରିବା, କୋଳାହଳ କରିବା, ଘୋ-ଘା କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା, ହୋ ହଲ୍ଲା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।അർത്ഥം : ଯୋରରେ କହିବା
							ഉദാഹരണം : 
							ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
							
പര്യായപദങ്ങൾ : ଗର୍ଜନ କରିବା, ଚିଲ୍ଲାଇବା, ରଡ଼ି କରିବା
മറ്റ് ഭാഷകളിലേക്കുള്ള വിവർത്തനം :