അർത്ഥം : ଜିଭରେ ଚାଟିବା କ୍ରିୟା ବା ଭାବ
							ഉദാഹരണം : 
							ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
							
പര്യായപദങ്ങൾ : ଅବଲେହନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପୋଛିପାଛି ଖାଇବା
							ഉദാഹരണം : 
							ସେ କଡ଼େଇରେ ଲାଗିଥିବା ରାବିଡ଼ିକୁ ଚାଟୁଛି
							
പര്യായപദങ്ങൾ : ପୋଛିପାଛି ଖାଇବା, ଲେହନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜିଭରେ ରଗଡ଼ିକରି ବା ଉଠେଇକରି ଖାଇବା
							ഉദാഹരണം : 
							ପିଲାଟି ବ୍ରେଡ଼ରେ ଲାଗିଥିବା ଜାମ୍କୁ ଚାଟୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦାର୍ଥ ଉପରେ ଜିଭ ବୁଲାଇବା
							ഉദാഹരണം : 
							କୁକୁର ମାଲିକର ହାତ ଚାଟୁଛି
							
പര്യായപദങ്ങൾ : ଲେହନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :