അർത്ഥം : ଚିତ୍ତର ଅସ୍ଥିର ହେବା ଭାବ
							ഉദാഹരണം : 
							ବ୍ୟଗ୍ରତା କାରଣରୁ ମୁଁ ଠିକ୍ ନିର୍ଣ୍ଣୟ ନେଇପାରୁ ନାହିଁ
							
പര്യായപദങ്ങൾ : ଅସ୍ଥିରଚିତ୍ତତା, ଉଦ୍ବିଗ୍ନତା, ବ୍ୟଗ୍ରତା
മറ്റ് ഭാഷകളിലേക്കുള്ള വിവർത്തനം :
चित्त के अस्थिर होने का भाव।
व्यग्रता के कारण मैं सही निर्णय नहीं ले पा रहा हूँ।Feelings of anxiety that make you tense and irritable.
disquietude, edginess, inquietude, uneasinessഅർത്ഥം : କୌଣସି କାମପାଇଁ ହେଉଥିବା ଉତ୍ସାହ
							ഉദാഹരണം : 
							ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
							
പര്യായപദങ്ങൾ : ଉତ୍ସାହ, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessഅർത്ഥം : ଚଞ୍ଚଳ ହେବାର ଅବସ୍ଥା କିମ୍ବା ଭାବ
							ഉദാഹരണം : 
							ମନର ଚଞ୍ଚଳତାକୁ ଦୂର କର
							
പര്യായപദങ്ങൾ : ଚପଳତା
മറ്റ് ഭാഷകളിലേക്കുള്ള വിവർത്തനം :