അർത്ഥം : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
							ഉദാഹരണം : 
							ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
							
പര്യായപദങ്ങൾ : ଦଳିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
							ഉദാഹരണം : 
							ଭାଉଜ ଅଟା ଚକଟୁଛନ୍ତି
							
പര്യായപദങ്ങൾ : ଦଳିବା, ମର୍ଦ୍ଦନକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
							ഉദാഹരണം : 
							ସେ ସାପର ମୁଣ୍ଡକୁ ଦଳୁଛି
							
പര്യായപദങ്ങൾ : ଛେଚିବା, ଦଳିବା, ମର୍ଦ୍ଦନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :