അർത്ഥം : କୌଣସି ବିଶେଷ ସିଦ୍ଧାନ୍ତ, ପକ୍ଷ ବା ଦଳଆଦିର ସ୍ଲୋଗାନ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବା ଅଭିପ୍ରାୟରେ ବ୍ୟବହୃତ ହୁଏ
							ഉദാഹരണം : 
							ସମାଜବାଦୀ କାର୍ଯ୍ୟକର୍ତ୍ତା ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଉଥିଲେ
							
പര്യായപദങ്ങൾ : ସ୍ଳୋଗାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉଚ୍ଚସ୍ତରରୁ ଦିଆଯାଇଥିବା ସୂଚନା
							ഉദാഹരണം : 
							ନିଜ ଦାବି ପୂରଣ ନହେବା କାରଣରୁ ଶ୍ରମିକ ନେତାମାନେ ହରତାଳ କରିବାକୁ ଘୋଷଣାକଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
A formal public statement.
The government made an announcement about changes in the drug war.അർത്ഥം : ସାର୍ବଜନିକ ରୂପରେ ଘୋଷଣା ହୋଇଥିବା ଆଦେଶ, ସୂଚନାଆଦି ବା କୌଣସି କୁହାଯାଇଥିବା କଥାଆଦି
							ഉദാഹരണം : 
							ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରିବାପାଇଁ ଘୋଷଣା କଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
A formal public statement.
The government made an announcement about changes in the drug war.