അർത്ഥം : ଏକ ମାତ୍ରାଯୁକ୍ତ ଛନ୍ଦ ଯାହାର ପ୍ରତ୍ୟେକ ପାଦରେ ଏଗାର ଏବଂ ତେର ସ୍ଥାନରେ ବିଶ୍ରାମ ନେବାଦ୍ୱାରା ଚବିଶ ମାତ୍ରା ହୋଇଥାଏ
							ഉദാഹരണം : 
							ଘୋଷର ବିଷମ ପାଦରେ ଏଗାର-ଏଗାର ଏବଂ ସମ ଚରଣରେ ତେର-ତେର ମାତ୍ରା ଥାଏ
							
പര്യായപദങ്ങൾ : ରୋଳା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କିଛି ସମୟ ପର୍ଯ୍ୟନ୍ତ ବଜାଏ ରହୁଥିବା ତେଜ ଧ୍ୱନି
							ഉദാഹരണം : 
							ଯୁଦ୍ଧର ନାଦ ଶୁଣିକରି ଭୀରୁମାନଙ୍କର ହୃଦୟ କମ୍ପି ଉଠିଲା
							
പര്യായപദങ്ങൾ : ନାଦ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘୋର ଶବ୍ଦ କରିବା କ୍ରିୟା
							ഉദാഹരണം : 
							ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
							
പര്യായപദങ്ങൾ : ଗର୍ଜନ
മറ്റ് ഭാഷകളിലേക്കുള്ള വിവർത്തനം :