അർത്ഥം : ବିଲର ଯେତିକି ଭାଗ ଗୋଟିଏ ଚକ୍କରରେ ହଳ ହୋଇଥାଏ
							ഉദാഹരണം : 
							କୃଷକ ଛାଡ଼ିଛାଡ଼ି  ଏକ ଘେରା ମଞ୍ଜି ବୁଣୁଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଥରକର ମୋଡ଼
							ഉദാഹരണം : 
							ବଟ ସାବିତ୍ରୀ ପୂଜାରେ ବରଗଛ ଦେହରେ ସୂତାର ଶହେ ଆଠ ଘେରା ଦିଆଯାଏ
							
പര്യായപദങ്ങൾ : ଫେରା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦଉଡ଼ି ଆଦିରେ ପଡ଼ୁଥିବା ମୋଡ଼ା
							ഉദാഹരണം : 
							ଯେଉଁ ଦଉଡ଼ିରେ ଯେତେ ଘେରା ପଡ଼େ ତାହା ସେତେ ଟାଣ ହୁଏ
							
പര്യായപദങ്ങൾ : ମୋଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :
A tortuous and twisted shape or position.
They built a tree house in the tortuosities of its boughs.