അർത്ഥം : ଘଣ୍ଟିରୁ ଉତ୍ପନ୍ନ ଧ୍ୱନି
							ഉദാഹരണം : 
							ଦୂରରୁ ଆସୁଥିବା ଫୋନ୍ର ଘଣ୍ଟି ଲମ୍ବା ହୋଇଥାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
The sound of a bell ringing.
The distinctive ring of the church bell.അർത്ഥം : ଯେଉଁ ଛୋଟ ଉପକରଣରେ ଧ୍ୱନି ଉତ୍ପନ୍ନ କରାହୁଏ କିମ୍ବା ହୁଏ
							ഉദാഹരണം : 
							ଘଣ୍ଟି ଶବ୍ଦ ଶୁଣି ସେ କବାଟ ଖୋଲିଦେଲା  ମୋତେ ସାଇକେଲରେ ଘଣ୍ଟି ଲଗାଇବାକୁ ପଡ଼ିବ
							
മറ്റ് ഭാഷകളിലേക്കുള്ള വിവർത്തനം :
वह छोटा उपकरण जिससे ध्वनि उत्पन्न की जाती है या होती है।
घंटी की आवाज़ सुनकर उसने दरवाजा खोल दिया।A hollow device made of metal that makes a ringing sound when struck.
bellഅർത്ഥം : ପଶୁଙ୍କ ଗଳାରେ ବନ୍ଧା ଯାଉଥିବା ଘଣ୍ଟି
							ഉദാഹരണം : 
							ଗାଈ ବେକରେ ବନ୍ଧା ହୋଇଥିବା ଘଣ୍ଟିରୁ ଠଣଠଣ ଶବ୍ଦ ଆସୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଳକାରଖାନଆଦିରେ କର୍ମଚାରୀମାନଙ୍କୁ ସୂଚିତ କରିବାପାଇଁ ଭାରି ଜୋରରେ ବଜାଯାଉଥିବା ଏକ ପ୍ରକାର ସିଟି
							ഉദാഹരണം : 
							କାରଖାନର ସାଇରନ୍ ଠିକ୍ ନଅ ଟାରେ ବାଜେ
							
മറ്റ് ഭാഷകളിലേക്കുള്ള വിവർത്തനം :
An acoustic device producing a loud often wailing sound as a signal or warning.
sirenഅർത്ഥം : ପ୍ରତ୍ୟେକ ଘଣ୍ଟା ମଧ୍ୟରେ ବାଜୁଥିବା ଘଣ୍ଟି
							ഉദാഹരണം : 
							ଘଣ୍ଟି ବାଜିବା ଶୁଣି ସେ ଯିବାପାଇଁ ଠିଆ ହେଲେ
							
മറ്റ് ഭാഷകളിലേക്കുള്ള വിവർത്തനം :