അർത്ഥം : ଗୋଲାକାର କଣ୍ଟାଯୁକ୍ତ ଧାତୁଖଣ୍ଡ
							ഉദാഹരണം : 
							ସାଧାରଣତଃ ହାତୀମାନଙ୍କୁ ଧରିବାପାଇଁ ସେମାନଙ୍କ ରାସ୍ତାରେ ଗୋଖରୁ ବିଛାଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
धातु के गोल कँटीले टुकड़े।
गोखरू प्रायः हाथियों को पकड़ने के लिए उनके रास्ते में बिछाये जाते हैँ।അർത്ഥം : ଝାଲର ତଥା ସୁନେଲି ତାରକୁ ଗୁନ୍ଥି ତିଆରି କରାଯାଉଥିବା ଏକ ପୋଷାକ
							ഉദാഹരണം : 
							ସ୍ତ୍ରୀଲୋକମାନେ ପୋଷାକରେ ଗୋଖରୁ ଲଗାନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
गोटे तथा बादले के तारों से गूँथ कर बनाया हुआ एक साज।
गोखरू को स्त्रियाँ कपड़ों में टाँका करती हैँ।അർത്ഥം : ଘର୍ଷଣ ହେବାରୁ ଶରୀରରେ (ବିଶେଷ କରି ଗୋଡରେ) ହୋଇଥିବା ସ୍ପଷ୍ଟ ଗାଢ଼ୁଆ ଚିହ୍ନ
							ഉദാഹരണം : 
							ଗୋଖରୁ କାରଣରୁ ତାକୁ ଚାଲିବାପାଇଁ କଷ୍ଟ ହେଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ କର୍ଣ୍ଣ ଆଭୂଷଣ ଗୋଖରୁ ମଞ୍ଜି ଭଳି ହୋଇଥାଏ
							ഉദാഹരണം : 
							ମୋ ବୁଢ଼ୀମା ପାଖରେ ଗୋଖରୁ ଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
Jewelry to ornament the ear. Usually clipped to the earlobe or fastened through a hole in the lobe.
earringഅർത്ഥം : ଯେଉଁ ପାଉଁଜିରେ ଗୋଖରୁ ମଞ୍ଜି ଭଳି କାରୁକାର୍ଯ୍ୟ ହୋଇଥାଏ
							ഉദാഹരണം : 
							ତା ଗୋଖରୁ କେଉଁଠି ହଜିଯାଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ କଣ୍ଟାଳିଆ ମଞ୍ଜି
							ഉദാഹരണം : 
							ଗୋଡ଼ରେ ଗୋଖରୁ ଗଳିଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକପ୍ରକାର ଗଛ
							ഉദാഹരണം : 
							ଗୋଖରୁ ମଞ୍ଜି କଣ୍ଟାଳିଆ
							
മറ്റ് ഭാഷകളിലേക്കുള്ള വിവർത്തനം :