അർത്ഥം : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା
							ഉദാഹരണം : 
							ଭାନୁ ଦୋକାନରେ ରସଗୋଲା ଗିଳୁଛି
							
പര്യായപദങ്ങൾ : ଗେଫିବା, ଗ୍ରାସକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ଭୋଜନନଳିଦ୍ୱାରା ଗଳାର ତଳକୁ ଖସିବା
							ഉദാഹരണം : 
							ସାପ ବେଙ୍ଗକୁ ଗିଳିଦେଲା
							
പര്യായപദങ്ങൾ : ଢୋକିବା
മറ്റ് ഭാഷകളിലേക്കുള്ള വിവർത്തനം :