അർത്ഥം : ଘୋର ଶବ୍ଦ କରିବା କ୍ରିୟା
							ഉദാഹരണം : 
							ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
							
പര്യായപദങ്ങൾ : ଘୋଷ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭୟଭୀତ କରିବାପାଇଁ ଜୋରରେ କରାଯାଉଥିବା ଶଦ୍ଦ
							ഉദാഹരണം : 
							ଭୀମର ହୁଂକାର ଶୁଣି କୌରବମାନେ ଡରିଯାଉଥିଲେ
							
പര്യായപദങ്ങൾ : ହୁଂକାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଶବ୍ଦ ବା କଥା ବାରଂବାର କହିବାର ପ୍ରକ୍ରିୟା ବା ଭାବ
							ഉദാഹരണം : 
							ରଡ଼ିରେ କିଛି ଫାଇଦା ନାହିଁ! ତୁ ପିକ୍ନିକ୍ ଯାଇପାରିବୁ ନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :