അർത്ഥം : ଯେଉଁ ସ୍ଥାନରେ ଖୋଲା ବା ଅବାଧ ପବନ ମିଳେ
							ഉദാഹരണം : 
							ଖୋଲା ସ୍ଥାନରେ ଭ୍ରମଣ କରିବା ସ୍ୱାସ୍ଥ୍ୟପ୍ରଦ
							
പര്യായപദങ്ങൾ : ଖୋଲା ପଡିଆ
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जहाँ हवा खुली या अबाधित हो।
खुले स्थान में घूमना स्वास्थ्यप्रद होता है।അർത്ഥം : ଉପରଆଡ଼ୁ ଖୋଲାଥିବା ସ୍ଥାନ
							ഉദാഹരണം : 
							ସକାଳୁ ସକାଳୁ ଖୋଲା ସ୍ଥାନରେ ବୁଲିବା ଶରୀର ପାଇଁ ଲାଭଦାୟକ ହୋଇଥାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जो ऊपर से खुला हो।
सुबह सुबह खुली जगह में टहलना सेहत के लिए फायदेमंद होता है।