അർത്ഥം : ନଗ୍ନ ହେବା ଅବସ୍ଥା ବା ଭାବ
							ഉദാഹരണം : 
							ଆଜିକାଲିର ସିନେମା ନଗ୍ନତାରେ ପୂର୍ଣ୍ଣ
							
പര്യായപദങ്ങൾ : ନଗ୍ନତା, ନଙ୍ଗଳା, ବସ୍ତ୍ରହୀନତା, ଲଙ୍ଗଳା
മറ്റ് ഭാഷകളിലേക്കുള്ള വിവർത്തനം :
नग्न होने की अवस्था या भाव।
आज की फिल्में नग्नता से भरी होती हैं।അർത്ഥം : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
							ഉദാഹരണം : 
							ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
							
പര്യായപദങ്ങൾ : ଖୋଲାଭାବେ, ନଲୁଚାଇ, ସଫା, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ
മറ്റ് ഭാഷകളിലേക്കുള്ള വിവർത്തനം :
बिना कुछ छिपाए या स्पष्ट रूप से।
मैं जो कुछ भी कहूँगा, स्पष्ट कहूँगा।അർത്ഥം : ଯାହା ଢଙ୍କା ବା ଆବୃତ ନୁହେଁ
							ഉദാഹരണം : 
							ଖୋଲା ଜିନିଷକୁ ଢାଙ୍କି ରଖ
							
പര്യായപദങ്ങൾ : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଆବରଣହୀନ
മറ്റ് ഭാഷകളിലേക്കുള്ള വിവർത്തനം :
जो ढँका या आवृत न हो।
खुली वस्तुओं को ढक कर रखो।അർത്ഥം : ଯାହା ବନ୍ଧା ହୋଇନାହିଁ
							ഉദാഹരണം : 
							ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
							
പര്യായപദങ്ങൾ : ଉନ୍ମୁକ୍ତ, ବନ୍ଧନମୁକ୍ତ, ବନ୍ଧନହୀନ, ମୁକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
Not restrained or tied down by bonds.
unboundഅർത്ഥം : ଯେଉଁଥିରେ ସ୍ୱୀକାର କରିବା ବା କିଛି କରିବାର ସମ୍ଭାବନା ଥାଏ
							ഉദാഹരണം : 
							ପ୍ରଶ୍ନପାଇଁ ଏହି ବିଷୟ ଉନ୍ମୁକ୍ତ ରହିଛି
							
പര്യായപദങ്ങൾ : ଉନ୍ମୁକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଗୁପ୍ତ ନୁହେଁ
							ഉദാഹരണം : 
							ଏହା ଖୋଲାକଥା ଏହାକୁ ଆପଣ ବି ଜାଣି ପାରନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
Not concealed or hidden.
Her unconcealed hostility poisoned the atmosphere.