അർത്ഥം : ନୀଳର ଦ୍ୱିତୀୟ ଫସଲ ଯାହା ନୀଳ କଟା ଗଲାପରେ ସେହି ଗଛରୁ ଉତ୍ପନ୍ନ ହୁଏ
							ഉദാഹരണം : 
							ଏଥର ଖୁଣ୍ଟାରୁ ମଧ୍ୟ ଭଲ ନୀଳ ଅମଳ ହୋଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ
							ഉദാഹരണം : 
							ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଶୁ, ତମ୍ବୁଆଦିକୁ ରସିରେ ବାନ୍ଧିବାପାଇଁ ବ୍ୟବହୃତ ବଡ କାଠଆଦି
							ഉദാഹരണം : 
							ମଇଁଷି ଖୁଣ୍ଟା ଭାଙ୍ଗି ପଳେଇଲା
							
മറ്റ് ഭാഷകളിലേക്കുള്ള വിവർത്തനം :
A long (usually round) rod of wood or metal or plastic.
poleഅർത്ഥം : ଖିଅର ହେଲାପରେ ରହିଯାଉଥିବା କେଶର ତୀକ୍ଷ୍ଣ ଅଙ୍କୁର
							ഉദാഹരണം : 
							ଦାଢି ଖିଅର ହେବାର ଦିନକ ପରେ ରୁଢ ବାହାରିବା ଆରମ୍ଭ ହୋଇଯାଏ
							
പര്യായപദങ്ങൾ : ରୁଢ
മറ്റ് ഭാഷകളിലേക്കുള്ള വിവർത്തനം :
मूड़ने के पश्चात बचे बालों के कड़े अंकुर।
दाढ़ी बनाने के एक दिन बाद खूँटी दिखना शुरु हो जाती है।Short stiff hairs growing on a man's face when he has not shaved for a few days.
stubble