അർത്ഥം : କାମରେ ଆସିବା ବା ଲାଗିବା
							ഉദാഹരണം : 
							ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
							
പര്യായപദങ്ങൾ : ଦରକାର ହେବା, ବ୍ୟବହାର ହେବା, ଲାଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
							ഉദാഹരണം : 
							ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
							
പര്യായപദങ്ങൾ : ଖର୍ଚ୍ଚହୋଇଯିବା, ବ୍ୟୟହେବା
മറ്റ് ഭാഷകളിലേക്കുള്ള വിവർത്തനം :