അർത്ഥം : କାହାରିକୁ ଦିଆଯାଉଥିବା କୌଣସି ଘଟଣାର ସୂଚନା
							ഉദാഹരണം : 
							ସମ୍ବାଦଦାତା ପ୍ରେସ୍କୁ ରିପୋର୍ଟ ପଠାଇଲେ  ସେ ଥାନାରେ ରିପୋର୍ଟ ଲେଖାଇବାକୁ ଯାଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
							ഉദാഹരണം : 
							ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
							
പര്യായപദങ്ങൾ : ସଂଦେଶ, ସଂବାଦ, ସମାଚାର
മറ്റ് ഭാഷകളിലേക്കുള്ള വിവർത്തനം :
A communication (usually brief) that is written or spoken or signaled.
He sent a three-word message.അർത്ഥം : ହାଲ୍ଚାଲ୍
							ഉദാഹരണം : 
							ବିଲାତ ଯିବା ପରେ ମନୋଜ କେବେ ବି ନିଜ ଗାଁଉଲୀ ମାଆବାପାଙ୍କ ଖବର ବୁଝିଲା ନାହିଁ
							
പര്യായപദങ്ങൾ : ସଂବାଦ
മറ്റ് ഭാഷകളിലേക്കുള്ള വിവർത്തനം :
Paying particular notice (as to children or helpless people).
His attentiveness to her wishes.