അർത്ഥം : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
							ഉദാഹരണം : 
							ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
							
പര്യായപദങ്ങൾ : ବେଣ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର
							ഉദാഹരണം : 
							କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
							
പര്യായപദങ്ങൾ : ବଡ଼କରେଇ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଚିକଣିଆ ନାହିଁ
							ഉദാഹരണം : 
							ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ପ୍ରକୃତି କୋମଳ ନୁହେଁ
							ഉദാഹരണം : 
							ଆମ ବାପା ବହୁତ କଡ଼ା ପ୍ରକୃତିର
							
മറ്റ് ഭാഷകളിലേക്കുള്ള വിവർത്തനം :