അർത്ഥം : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ
							ഉദാഹരണം : 
							ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି
							
പര്യായപദങ്ങൾ : କଣ୍ଠିରବ, ନଖୀ, ବିକ୍ରନ୍ତ, ଭୀମବିକ୍ରମ, ମୃଗପତି, ମୃଗରାଟ, ମୃଗେନ୍ଦ୍ର, ସିଂହ, ସିଙ୍ଘୀ, ସୁର, ହେମାଙ୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
बिल्ली के वर्ग में सबसे अधिक बलवान हिंसक जंगली जन्तु जिसके नर की गर्दन पर बड़े-बड़े बाल होते हैं।
गिर के जंगल में सिंह हैं।Large gregarious predatory feline of Africa and India having a tawny coat with a shaggy mane in the male.
king of beasts, lion, panthera leoഅർത്ഥം : ଅଞ୍ଜନାର ପତି ଓ ହନୁମାନର ପିତା
							ഉദാഹരണം : 
							କେଶରୀ ସୁଗ୍ରୀବର ଅତି ପ୍ରିୟ ଥିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ସିଂହର ପୁରୁଷ
							ഉദാഹരണം : 
							ଅଣ୍ଡିରାସିଂହର ବେକରେ ଲମ୍ବାଲମ୍ବା ବାଳ ଥାଏ
							
പര്യായപദങ്ങൾ : ଅଣ୍ଡିରାସିଂହ, ପଶୁପତି, ପଶୁରାଜ
മറ്റ് ഭാഷകളിലേക്കുള്ള വിവർത്തനം :
Large gregarious predatory feline of Africa and India having a tawny coat with a shaggy mane in the male.
king of beasts, lion, panthera leoഅർത്ഥം : ଗୋଟିଏ ରଙ୍ଗ
							ഉദാഹരണം : 
							ସେ ଗାମୁଛାକୁ କେଶରୀ ରଙ୍ଗରେ ରଙ୍ଗାଉଛି
							
പര്യായപദങ്ങൾ : କେଶରୀ ରଙ୍ଗ, ଜାଫ୍ରାନୀ ରଙ୍ଗ
മറ്റ് ഭാഷകളിലേക്കുള്ള വിവർത്തനം :