അർത്ഥം : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
							ഉദാഹരണം : 
							ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
							ഉദാഹരണം : 
							ମୁଁ ଏହି ମାସର କିସ୍ତି ଜମା କରିଦେଇଛି
							
അർത്ഥം : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
							ഉദാഹരണം : 
							ମୁଁ ଏହି ଋଣ କିସ୍ତିରେ ଶୁଝିବି
							
മറ്റ് ഭാഷകളിലേക്കുള്ള വിവർത്തനം :
A payment of part of a debt. Usually paid at regular intervals.
installment