അർത്ഥം : ଅଳ୍ପ ହେବାର ଅବସ୍ଥା ବା ଭାବ
							ഉദാഹരണം : 
							ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
							
പര്യായപദങ്ങൾ : ଅତ୍ୟଳ୍ପ, ଅଭାବ, ଅଳ୍ପ
മറ്റ് ഭാഷകളിലേക്കുള്ള വിവർത്തനം :
Lack of an adequate quantity or number.
The inadequacy of unemployment benefits.അർത്ഥം : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
							ഉദാഹരണം : 
							ଖରାଦିନେ ପାଣି ଅଭାବ ହୁଏ
							
പര്യായപദങ്ങൾ : ଅଭାବ, ଅଲଭ୍ୟ, ଅସୁଲଭ, ଦୁର୍ଲ୍ଲଭ
മറ്റ് ഭാഷകളിലേക്കുള്ള വിവർത്തനം :
The state of needing something that is absent or unavailable.
There is a serious lack of insight into the problem.അർത്ഥം : କାଟିକି କମ କରିବା କ୍ରିୟା ବା ଭାବ
							ഉദാഹരണം : 
							ବିଜୁଳିର ଠିକ୍ ବ୍ୟବହାର କରିବାରୁ ଏଥର ବିଲ୍ କମ୍ ହୋଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
							ഉദാഹരണം : 
							ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
							
പര്യായപദങ്ങൾ : ଅଳ୍ପ, ଅଳ୍ପାଂଶୀୟ, କିଛି, ନ୍ୟୁନାଂଶୀୟ, ନ୍ୟୂନ
മറ്റ് ഭാഷകളിലേക്കുള്ള വിവർത്തനം :
कम अंश से संबंधित या कम अंश का।
इस क्षेत्र का न्यूनांशीय भाग बाढ़ से घिर गया है।അർത്ഥം : ଯାହାର ଭାଉ ବା ଦାମ୍ କମିଯାଇଛି ବା ଖସିଯାଇଛି
							ഉദാഹരണം : 
							ବଜାରକୁ ନୂଆନୂଆ ଉତ୍ପାଦିତ ଜିନିଷ ଆସିବା କାରଣରୁ ପ୍ରତ୍ୟେକ ବସ୍ତୁର ମୂଲ୍ୟ ମାନ୍ଦା ହୋଇଯାଇଛି   କମ୍ ଦରରେ ଅଧିକ ଜିନିଷ ବିକ୍ରି ହୁଏ
							
പര്യായപദങ്ങൾ : ମାନ୍ଦା
മറ്റ് ഭാഷകളിലേക്കുള്ള വിവർത്തനം :