അർത്ഥം : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
							ഉദാഹരണം : 
							ଶ୍ୟାମ ଆଜି ଆସିବ  ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
							
പര്യായപദങ്ങൾ : ଆଗମନ କରିବା, ଆସିବା, ପହଞ୍ଚିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘଟିବା ବା ଆରମ୍ଭ ହେବା
							ഉദാഹരണം : 
							ମୋତେ ନିଦ ଆସୁଛି
							
പര്യായപദങ്ങൾ : ଆଗମନ ହେବା, ଆରମ୍ଭ ହେବା, ଆସିବା, ଘଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭିତରକୁ ଯିବା
							ഉദാഹരണം : 
							ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
							
പര്യായപദങ്ങൾ : ଆସିବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।