അർത്ഥം : ଉଦ୍ୟମ ବା ପରିଶ୍ରମର ଅଭାବ
							ഉദാഹരണം : 
							ଯାନ୍ତ୍ରିକ ଯୁଗରେ ଅନୁଦ୍ୟମର ପ୍ରକୋପ ଦିନକୁ ଦିନ ବଢିଯାଉଛି
							
പര്യായപദങ്ങൾ : ଅଣଉଦ୍ୟମ, ଅନୁଦ୍ୟମ
മറ്റ് ഭാഷകളിലേക്കുള്ള വിവർത്തനം :
उद्यम या परिश्रम का अभाव।
मशीनी युग में अनुद्यम का प्रकोप दिनोंदिन बढ़ता जा रहा है।അർത്ഥം : ପ୍ରବୃତ୍ତିର ଅଭାବ ଅଥବା ଚିତ୍ତ ବା ମନ ନ ନଇଁବାର ଅବସ୍ଥା
							ഉദാഹരണം : 
							ଉଦ୍ୟମହୀନତା କାରଣରୁ ସେ ଜୀବନରେ ନିରାଶ ହୋଇ ରହିଗଲେ
							
പര്യായപദങ്ങൾ : ଅନିଚ୍ଛା, ଆଗ୍ରହହୀନତା, ପ୍ରବୃତ୍ତିହୀନତା, ସ୍ପୃହାହୀନତା
മറ്റ് ഭാഷകളിലേക്കുള്ള വിവർത്തനം :
प्रवृत्ति का अभाव या चित्त या मन का झुकाव न होने की अवस्था।
अप्रवृत्ति के कारण वह जीवन से निराश रहने लगा है।