അർത്ഥം : ଗାଈ, ମଈଷି, ଘୋଡ଼ା ଆଦି ଗରମ ହେବା
							ഉദാഹരണം : 
							କାଲିଠୁ ଗାଈର ଗରମ ଉଠିଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖାତାଆଦିରେ ଲେଖିବା
							ഉദാഹരണം : 
							ବକେୟା ଧନରାଶି ଆପଣଙ୍କ ଖାତାରେ ଚଢ଼ି ଗଲାଣି  ଭୋଟର ତାଲିକାରେ ଆପଣଙ୍କ ନାଁ ଉଠିଗଲାଣି
							
പര്യായപദങ്ങൾ : ଚଢ଼ିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତଳୁ ଉପର ଆଡ଼କୁ ଯିବା
							ഉദാഹരണം : 
							ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
							
പര്യായപദങ്ങൾ : ଆରୋହଣ କରିବା, ଚଢ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଦ,ମର୍ଯ୍ୟାଦା,ବର୍ଗ ଆଦିରେ ବଢ଼ିବା
							ഉദാഹരണം : 
							ତାର ପ୍ରଖର ବୁଦ୍ଧି ଯୋଗୁଁ ସେ ଏକାଥରକେ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀକୁ ଉଠିଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
पद, मर्यादा, वर्ग आदि में बढ़ना।
अपनी तीक्ष्ण बुद्धि के कारण वह एकदम से पाँचवीं से आठवीं कक्षा में चढ़ गया।അർത്ഥം : ପ୍ରଥମରୁ ଅଧିକ ଉଚ୍ଚ ଯାଏ ପହଞ୍ଚିଥିବା ବିସ୍ତାରର ଏପରି ଏକ ସ୍ଥିତି
							ഉദാഹരണം : 
							ବିଦ୍ୟାଳୟର ବିମ୍ ଅଣ୍ଟା ପର୍ଯ୍ୟନ୍ତ ଉଠିସାରିଛି
							
പര്യായപദങ്ങൾ : ଉଚ୍ଚା ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘର ବା କାନ୍ଥ ତିଆରି ହେବା
							ഉദാഹരണം : 
							ରାୟପୁରରେ ଆମର ଦୁଇ ମହଲା ଘର ଉଠୁଛି
							
പര്യായപദങ്ങൾ : ତିଆରି ହେବା, ବନାହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉତ୍ପନ୍ନ ହେବା
							ഉദാഹരണം : 
							ଯେମିତି ଟଙ୍କା କଥା ଉଠିଲା, ସେ ଲୋକମାନେ ଖସିଗଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧ୍ୟାନରେ ଆସିବା ବା ସ୍ମରଣ କରିବା
							ഉദാഹരണം : 
							ମୋ ମନରେ ଏହି କଥା ଉଠିଲା କି ଆଜିକାଲି ମୀନା ବିଦ୍ୟାଳୟ କାହିଁକି ଆସୁନି?
							
പര്യായപദങ്ങൾ : ଉଇଁଲା, ଉଙ୍କିମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଦରୁ ଉଠିବା
							ഉദാഹരണം : 
							ମୁଁ ଆଜି ସକାଳ ସାତଟାରେ ଉଠିଲି
							
പര്യായപദങ്ങൾ : ଆଖି ଖୋଲିବା, ଜାଗିବା, ଶୋଇକି ଉଠିବା
മറ്റ് ഭാഷകളിലേക്കുള്ള വിവർത്തനം :