അർത്ഥം : କାହାକୁ ଅଧୀନକୁ ଆଣିବାର ପ୍ରକ୍ରିୟା
							ഉദാഹരണം : 
							ହିଂସ୍ର ପଶୁଙ୍କୁ ବଶ କରିବା ଅତି କଷ୍ଟ
							
പര്യായപദങ്ങൾ : ବଶ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିୟମିତ ରୂପେ କୌଣସି କଥାର ଅନୁସରଣ
							ഉദാഹരണം : 
							ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
							
പര്യായപദങ്ങൾ : ଅଧୀନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
							ഉദാഹരണം : 
							ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
							
പര്യായപദങ്ങൾ : ଅଧୀନ, ଅନୁଗତ, ଶାସନାନ୍ତର୍ଗତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ କାହାରି ବଶରେ ଅଛି
							ഉദാഹരണം : 
							ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :