അർത്ഥം : ଦୁଃଖ, ବେଦନାଆଦି ସମୟରେ ଚିତ୍କାରକରି କାନ୍ଦିବାର କ୍ରିୟା
							ഉദാഹരണം : 
							ମୁଁ ତାର ଆର୍ତ୍ତନାଦ ଶୁଣି କିଛି ଅଘଟଣର ଆଶଂକାରେ କମ୍ପି ଉଠିଲି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୁଁହରୁ ବାହାରୁ ଥିବା ବ୍ୟଥା ସୂଚକ ଶବ୍ଦ
							ഉദാഹരണം : 
							ବୁଢ଼ାର ଆର୍ତ୍ତନାଦ ଶୁଣି ମୋର ହୃଦୟ ତରଳି ଗଲା
							
പര്യായപദങ്ങൾ : ଆର୍ତ୍ତସ୍ୱର
മറ്റ് ഭാഷകളിലേക്കുള്ള വിവർത്തനം :