അർത്ഥം : ରୋଗୀ ଟିକେ ଭଲ ହେବାପରେ ସେହି ରୋଗ ପୁଣି ଥରେ ହେବାର କ୍ରିୟା
							ഉദാഹരണം : 
							ଦାଦା ଆବର୍ତ୍ତନର ଶିକାର ହେଲେ
							
പര്യായപദങ്ങൾ : ରୋଗ ଓଲଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
							ഉദാഹരണം : 
							ମା’ ସବୁଦିନେ ଶିବ ମନ୍ଦିର ପରିକ୍ରମା କରନ୍ତି
							
പര്യായപദങ്ങൾ : ପରିକ୍ରମଣ, ପରିକ୍ରମା
മറ്റ് ഭാഷകളിലേക്കുള്ള വിവർത്തനം :
A single complete turn (axial or orbital).
The plane made three rotations before it crashed.അർത്ഥം : ଘୂରିବାର ପ୍ରକ୍ରିୟା
							ഉദാഹരണം : 
							ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
							
പര്യായപദങ്ങൾ : ଘୂର୍ଣ୍ଣନ
മറ്റ് ഭാഷകളിലേക്കുള്ള വിവർത്തനം :
The act of rotating as if on an axis.
The rotation of the dancer kept time with the music.അർത്ഥം : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
							ഉദാഹരണം : 
							ବଲର ଆବର୍ତ୍ତନ ବହୁତ ତୀବ୍ର
							
പര്യായപദങ്ങൾ : ଘୂର୍ଣ୍ଣନ
മറ്റ് ഭാഷകളിലേക്കുള്ള വിവർത്തനം :