അർത്ഥം : ଲୋକଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇ ଏକାଠି କରିବା
							ഉദാഹരണം : 
							ରାଜସ୍ୱ ନିରୀକ୍ଷକ ଖଜଣା ଆଦାୟ କରୁଛନ୍ତି  ଗୁଣ୍ଡାମାନେ ନିଜନିଜ ଅଂଚଳରେ ସାପ୍ତାହିକ ବଟି ଆଦାୟ କରନ୍ତି
							
പര്യായപദങ്ങൾ : ଅସୁଲ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକମାନଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇକରି ଏକାଠି କରିବା
							ഉദാഹരണം : 
							ଜମିଦାର ଲୋକଙ୍କଠାରୁ କର ଆଦାୟ କଲେ
							
പര്യായപദങ്ങൾ : ଅସୁଲ କରିବା
അർത്ഥം : ଅନ୍ୟଠାରୁ ନିଜର ଧନ ବା ବସ୍ତୁ ନେବା
							ഉദാഹരണം : 
							ମହାଜନ ଆସାମୀମାନଙ୍କଠାରୁ ଦୁଇଗୁଣା ଆଦାୟ କରନ୍ତି
							
പര്യായപദങ്ങൾ : ଅସୁଲ କରିବା
മറ്റ് ഭാഷകളിലേക്കുള്ള വിവർത്തനം :