അർത്ഥം : ସାଧୁ-ସନ୍ଥ ରହିବା ସ୍ଥାନ
							ഉദാഹരണം : 
							ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ
							
മറ്റ് ഭാഷകളിലേക്കുള്ള വിവർത്തനം :
The residence of a religious community.
monasteryഅർത്ഥം : ଯେଉଁ ସ୍ଥାନରେ ପହଲିମାନ କୁସ୍ତି କରନ୍ତି
							ഉദാഹരണം : 
							ଦୁଇ ପହଲିମାନ ଆଖଡ଼ାରେ ଲଢ଼େଇ କରୁଛନ୍ତି
							
പര്യായപദങ്ങൾ : ଜାଗାଘର, ବ୍ୟାୟାମଶାଳା, ମଲ୍ଲଶାଳା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ସ୍ଥାନରେ ଲୋକମାନେ ଏକାଠି ହୋଇ ନିଜ ନିଜର କୌଶଳ ଦେଖାନ୍ତି
							ഉദാഹരണം : 
							ନାଗପଞ୍ଚମୀଦିନ ଗ୍ରାମବାସୀମାନେ ଆଖଡ଼ାରେ ଏକତ୍ରିତ ହୋଇ ନାନାପ୍ରକାରର କରାମତି ଦେଖାଉଥିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :