അർത്ഥം : ଆଘାତ କରିବା ଲାଗି କାହା ଉପରକୁ ଉହୁଙ୍କି ଆସିବାର କ୍ରିୟା
							ഉദാഹരണം : 
							ସିଂହର ଆକ୍ରମଣରେ ଆହତ ବ୍ୟକ୍ତିକୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରି ଆଚରଣ,କାର୍ଯ୍ୟ, ବିଚାର ବା ସିଦ୍ଧାନ୍ତ ଉପରେ କରାଯାଉଥିବା ନିନ୍ଦାତ୍ମକ ଆକ୍ଷେପ
							ഉദാഹരണം : 
							ଆଜିର ସଭାରେ ହୋଇଥିବା ଆକ୍ରମଣକୁ ସାମନା କରିବାରେ ସେ ଅସଫଳ ହେଲେ
							
പര്യായപദങ്ങൾ : ହମଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆକ୍ରମଣ କରିବା ବା କାହା ବିରୁଦ୍ଧରେ କିଛି କାର୍ଯାନୁଷ୍ଠାନପାଇଁ ସୁଯୋଗ ଅପେକ୍ଷାରେ ରହିବା
							ഉദാഹരണം : 
							ସୀମା ଉପରେ ଶତ୍ରୁ ଆକ୍ରମଣ କରିବାପାଇଁ ଅପେକ୍ଷା କରିଛି
							
മറ്റ് ഭാഷകളിലേക്കുള്ള വിവർത്തനം :
The act of concealing yourself and lying in wait to attack by surprise.
ambuscade, ambush, lying in wait, trapഅർത്ഥം : ବଳପୂର୍ବକ ସୀମା ଉଲ୍ଲଙ୍ଘନ କରି ଅନ୍ୟ କାହାର ଅଞ୍ଚଳରେ ପ୍ରବେଶ କରିଯିବାର ପ୍ରକ୍ରିୟା
							ഉദാഹരണം : 
							ଶତ୍ରୁ ସେନାମାନେ ସୀମାରେ ଆକ୍ରମଣ କରିଦେଇଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
बलपूर्वक सीमा का उल्लंघन करके दूसरे के क्षेत्र में जाने की क्रिया।
हमें शत्रु की सेना के आक्रमण को सीमा पर ही रोकना होगा।