അർത്ഥം : ବ୍ୟତିବ୍ୟସ୍ତ ହୋଇ ଏପଟସେପଟ ହେବା କ୍ରିୟା
							ഉദാഹരണം : 
							କିଛି ସମୟ ପରେ ମାଆ କୋଳରେ ଶୋଇଥିବା ପିଲାଟି ଏପଟ ସେପଟ ହେଲା
							
പര്യായപദങ്ങൾ : ଏପଟ ସେପଟ ହେବା, ବ୍ୟତିବ୍ୟସ୍ତ ହେବା, ହଲଚଲହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନ ଚଞ୍ଚଳ ହେବା
							ഉദാഹരണം : 
							ରାଧାର ସୌନ୍ଦର୍ଯ୍ୟ ଦେଖି ମୋହନର ମନ ଅଥୟ ହେଲା
							
പര്യായപദങ്ങൾ : ଅଥୟ ହେବା, ଆନ୍ଦୋଳିତ ହେବା, ବିଚଳିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :