അർത്ഥം : କେଶବଙ୍କ ଅନୁଯାୟୀ ଗୋଟିଏ ଅର୍ଥାଳଙ୍କାର
							ഉദാഹരണം : 
							ଅସୀମ  ସାଧନରେ ହିଁ ସାଧକ ସିଦ୍ଧିର ଫଳ ଭୋଗ କରେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ସୀମା ନାହିଁ
							ഉദാഹരണം : 
							ସନ୍ଥ  ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
							
പര്യായപദങ്ങൾ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମିତ, ସୀମାହୀନ
മറ്റ് ഭാഷകളിലേക്കുള്ള വിവർത്തനം :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।അർത്ഥം : ଖୁବ୍ ବେଶୀ
							ഉദാഹരണം : 
							ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି  ସେ ତୁମକୁ ଖୁବ୍ ଭଲ ପାଉଛି
							
പര്യായപദങ്ങൾ : ଅଗଣତି, ଅତ୍ୟଧିକ, ଖୁବ୍, ପ୍ରଚୁର, ବହୁତ, ବହୁତ ଅଧିକ, ବିପୁଳ
മറ്റ് ഭാഷകളിലേക്കുള്ള വിവർത്തനം :
बहुत अधिक।
सेठ मुरालीलाल के पास अत्यधिक धन है।അർത്ഥം : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
							ഉദാഹരണം : 
							ସୃଷ୍ଟି ଅମାପ ସମ୍ପଦର ଖଣି
							
പര്യായപദങ്ങൾ : ଅପରିମିତ, ଅପର୍ଯ୍ୟାପ୍ତ, ଅମାପ
മറ്റ് ഭാഷകളിലേക്കുള്ള വിവർത്തനം :
Impossible to measure.
Unmeasurable reaches of outer space.