അർത്ഥം : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
							ഉദാഹരണം : 
							ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
							
പര്യായപദങ്ങൾ : ବିଚ୍ଛିନ୍ନ, ବିଚ୍ଛେଦ, ମୂଳଉତ୍ପାଟନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଲଗା ବା ପୃଥକ ହୋଇଥିବା ବସ୍ତୁ
							ഉദാഹരണം : 
							ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ
							
പര്യായപദങ്ങൾ : ପୃଥକ
മറ്റ് ഭാഷകളിലേക്കുള്ള വിവർത്തനം :
अलग या पृथक की हुई वस्तु।
पृथक्कृत वस्तुओं में मेरा सामान नहीँ है।അർത്ഥം : ଯାହାର ବିଭାଜନ ହୋଇଛି
							ഉദാഹരണം : 
							ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି  ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା
							
പര്യായപദങ്ങൾ : ବିଭକ୍ତ, ବିଭାଜିତ, ଭେଦିତ
മറ്റ് ഭാഷകളിലേക്കുള്ള വിവർത്തനം :
जिसका विभाजन हुआ हो।
भारत में विभाजित राज्यों की संख्या में वृद्धि हो रही है।അർത്ഥം : ମିଳି ନ ଥିବା
							ഉദാഹരണം : 
							ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି
							
പര്യായപദങ്ങൾ : ଅମିଶ୍ରିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଲଗା ମତ ବା ଅନ୍ତର ହେବା
							ഉദാഹരണം : 
							ଦୂରେଇ ଛିଡ଼ା ହୁଅ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ପକ୍ଷ ବା ଦୂର
							ഉദാഹരണം : 
							ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :