അർത്ഥം : ଗୋଟିଏ ବିଶେଷ କାର୍ଯ୍ୟରେ ଯାତ୍ରାର ସୁବିଧା ନେଉଥିବା ଲୋକ ଆଦିଙ୍କ ଗୋଟିଏ ସଂଗଠିତ ଦଳ
							ഉദാഹരണം : 
							ଜହ୍ନକୁ  ଗୋଟିଏ ଅଭିଯାନ ଦଳ ଗଲା
							
പര്യായപദങ്ങൾ : ଅଭିଯାନ ଦଳ
മറ്റ് ഭാഷകളിലേക്കുള്ള വിവർത്തനം :
An organized group of people undertaking a journey for a particular purpose.
An expedition was sent to explore Mars.അർത്ഥം : କୌଣସି ମହାନ ଉଦ୍ଦେଶ୍ୟ ସାଧନ କରିବାପାଇଁ ଯିବା ବା ବାହାରିବାର ପ୍ରକ୍ରିୟା
							ഉദാഹരണം : 
							ସରକାର ଲୋକମାନଙ୍କୁ ସାକ୍ଷର କରିବାପାଇଁ ସାକ୍ଷରତା ଅଭିଯାନ ଚଳାଇଛନ୍ତି
							
പര്യായപദങ്ങൾ : ଯାତ୍ରା
മറ്റ് ഭാഷകളിലേക്കുള്ള വിവർത്തനം :
कोई बहुत बड़ा उद्देश्य सिद्ध करने के लिए निकलने या चल पड़ने की क्रिया।
सरकार ने लोगों को साक्षर करने के लिए साक्षरता अभियान चलाया है।A journey organized for a particular purpose.
expeditionഅർത്ഥം : କିଛି ସିଦ୍ଧାନ୍ତକୁ ଆଗକୁ ବଢ଼ାଇବା ବା କୌଣସି ବିଶେଷ ସମାପ୍ତିର ମୋଡ଼ଦବା ବା ନବା କାର୍ଯ୍ୟର ଗୋଟିଏ ଶୃଙ୍ଖଳା
							ഉദാഹരണം : 
							ସେ ଜନବାଦୀ ଆନ୍ଦୋଳନକୁ ସମର୍ଥନ କଲା
							
പര്യായപദങ്ങൾ : ଆନ୍ଦୋଳନ
മറ്റ് ഭാഷകളിലേക്കുള്ള വിവർത്തനം :
A series of actions advancing a principle or tending toward a particular end.
He supported populist campaigns.