അർത്ഥം : ଯାହାର ବୃତ୍ତି ଚୋରିକରିବା କିମ୍ବା ଯେ ଲୋକମାନଙ୍କୁ ଲୁଟେ
							ഉദാഹരണം : 
							ଚୋରମାନେ ପୂରା ବସ୍କୁ ଲୁଟିନେଲେ
							
പര്യായപദങ്ങൾ : ଚୋରି କରିବା, ଲୁଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
							ഉദാഹരണം : 
							ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
							
പര്യായപദങ്ങൾ : ଲୁଟପାଟ କରିବା, ଲୋଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନ୍ୟର ଜିନିଷ ଚୋରିକରି ନେବା
							ഉദാഹരണം : 
							ବସ୍ରେ ମୋର ପର୍ସ କିଏ ଚୋରେଇନେଲା
							
പര്യായപദങ്ങൾ : ଚୋରେଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବ୍ୟକ୍ତିଆଦିକୁ ବଳପୂର୍ବକ ଭାବରେ ଉଠାଇନେବା
							ഉദാഹരണം : 
							ଆତଙ୍କବାଦୀମାନେ କାଶ୍ମୀରର ଜଣେ ମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେଲେ
							
പര്യായപദങ്ങൾ : ହରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी व्यक्ति आदि को बलपूर्वक उठा ले जाना।
आतंकवादियों ने कश्मीर के एक मंत्री की बेटी का अपहरण किया।