അർത്ഥം : ଉଦ୍ଦେଶ୍ୟର ଅଭାବ
							ഉദാഹരണം : 
							ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
							
പര്യായപദങ്ങൾ : ଅକାରଣ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ
അർത്ഥം : ଯାହା ଆବଶ୍ୟକ ନୁହେଁ
							ഉദാഹരണം : 
							ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?
							
പര്യായപദങ്ങൾ : ଅଦରକାରୀ, ଅବାଞ୍ଚନୀୟ, ଫାଲ୍ତୁ, ମୂଲ୍ୟହୀନ
മറ്റ് ഭാഷകളിലേക്കുള്ള വിവർത്തനം :
जो आवश्यक न हो।
तुम अपना समय अनावश्यक कामों में क्यों बिताते हो।അർത്ഥം : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
							ഉദാഹരണം : 
							ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ  ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
							
പര്യായപദങ്ങൾ : ଅକାରଣ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର, ବ୍ୟର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.അർത്ഥം : ଯାହାଠାରେ ବା ଯାହାଠାରୁ ଆବଶ୍ୟକତା ନାହିଁ
							ഉദാഹരണം : 
							ଗୀତା ଅନୁସାରେ ଅନାବଶ୍ୟକ କର୍ମ କରିବା ଉଚିତ
							
പര്യായപദങ്ങൾ : ଅନପେକ୍ଷ
മറ്റ് ഭാഷകളിലേക്കുള്ള വിവർത്തനം :