അർത്ഥം : ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି
							ഉദാഹരണം : 
							ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
Someone or something who lacks support or care or supervision.
orphanഅർത്ഥം : ଯାହାର କେହି ସାହାରା ନାହାନ୍ତି
							ഉദാഹരണം : 
							ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
							
പര്യായപദങ്ങൾ : ଅବଲମ୍ବନହୀନ, ଅସହାୟ, ନିଃସହାୟ
മറ്റ് ഭാഷകളിലേക്കുള്ള വിവർത്തനം :
Lacking help.
unassistedഅർത്ഥം : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି
							ഉദാഹരണം : 
							ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା
							
പര്യായപദങ്ങൾ : ବେସାହାରା
മറ്റ് ഭാഷകളിലേക്കുള്ള വിവർത്തനം :
Having no lord or master.
Harsh punishments for sturdy vagabonds and masterless men.അർത്ഥം : ଯାହାର କେହି ମାଲିକ ନାହିଁ(ଜନ୍ତୁ)
							ഉദാഹരണം : 
							ବାରବୁଲା କୁକୁରଙ୍କୁ ଖାସୁ କରାଗଲା
							
പര്യായപദങ്ങൾ : ବାରବୁଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
							ഉദാഹരണം : 
							ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
							
പര്യായപദങ്ങൾ : ଅସହାୟ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ
മറ്റ് ഭാഷകളിലേക്കുള്ള വിവർത്തനം :