അർത്ഥം : ଗୁପ୍ତ ରୂପରେ ରଖୁଥିବା ଲୋକ
							ഉദാഹരണം : 
							ଅଜ୍ଞାତ ବ୍ୟକ୍ତିକୁ ଚିହ୍ନତ କରାଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
With your identity concealed.
incognitoഅർത്ഥം : ଯେ ଲୁଚି ରହିଛି
							ഉദാഹരണം : 
							ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
							
പര്യായപദങ്ങൾ : ଅପ୍ରକାଶ, ଗୁପ୍ତ, ଲୁଚାଛପା
മറ്റ് ഭാഷകളിലേക്കുള്ള വിവർത്തനം :
जो छिपा हुआ हो।
उसने इस मामले से संबंधित एक गुप्त बात बताई।അർത്ഥം : ଯାହା ଜ୍ଞାତ ବା ଜଣା ନୁହେଁ
							ഉദാഹരണം : 
							ଏହା ମୋ ପାଇଁ ଅଜ୍ଞାତ ବିଷୟ  ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ ପରିଚିତ ନୁହେଁ
							ഉദാഹരണം : 
							ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
							
പര്യായപദങ്ങൾ : ଅଚିହ୍ନା, ଅପରିଚିତ
മറ്റ് ഭാഷകളിലേക്കുള്ള വിവർത്തനം :
Unaware because of a lack of relevant information or knowledge.
He was completely ignorant of the circumstances.