അർത്ഥം : ଅନ୍ୟ ସହର ବା ଦେଶରୁ ଆସିଥିବା ବ୍ୟକ୍ତି
							ഉദാഹരണം : 
							ସେ ଅଜଣା ବ୍ୟକ୍ତିଟିକୁ ସାହାଯ୍ୟ କଲା
							
പര്യായപദങ്ങൾ : ଅଜଣା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହା ସହିତ ଜଣାଶୁଣା ନହେବା ଅବସ୍ଥା
							ഉദാഹരണം : 
							ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ ପରିଚିତ ନୁହେଁ
							ഉദാഹരണം : 
							ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
							
പര്യായപദങ്ങൾ : ଅଜ୍ଞାତ, ଅପରିଚିତ
മറ്റ് ഭാഷകളിലേക്കുള്ള വിവർത്തനം :
Unaware because of a lack of relevant information or knowledge.
He was completely ignorant of the circumstances.