അർത്ഥം : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ
							ഉദാഹരണം : 
							ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ
							
പര്യായപദങ്ങൾ : ଡିଗ୍ରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଜମିଦାରୀରେ ଯେତେ ଭୂଭାଗ ଜଣେ ଅଂଶୀଦାରର ଅଧିକାରରେ ଥାଏ
							ഉദാഹരണം : 
							ଅଂଶର ଭାଗବଣ୍ଟାକୁ ନେଇ ମହେଶର ପିଲାମାନେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି
							
പര്യായപദങ്ങൾ : ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
किसी जमींदारी का उतना भूभाग जितना एक पट्टीदार के अधिकार में हो।
पट्टी के बँटवारे को लेकर महेश के लड़के आपस में लड़ते रहते हैं।അർത്ഥം : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
							ഉദാഹരണം : 
							ସେ ମୋ ଭାଗ ମଧ୍ୟ ଖାଇଗଲା  ସେଥିରେ ମୋର ମଧ୍ୟ ଭାଗ ଅଛି
							
പര്യായപദങ്ങൾ : ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
Assets belonging to or due to or contributed by an individual person or group.
He wanted his share in cash.അർത്ഥം : ସମଷ୍ଟି ବା ସମୂହର କିଛି ଅଂଶ
							ഉദാഹരണം : 
							ଏହାର ମଧ୍ୟ ଭାଗ ଟିକେ ମୋଟା
							
പര്യായപദങ്ങൾ : ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ
							ഉദാഹരണം : 
							ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି
							
മറ്റ് ഭാഷകളിലേക്കുള്ള വിവർത്തനം :
Assets belonging to or due to or contributed by an individual person or group.
He wanted his share in cash.അർത്ഥം : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
							ഉദാഹരണം : 
							ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
							
പര്യായപദങ്ങൾ : ସହଭାଗିତା
മറ്റ് ഭാഷകളിലേക്കുള്ള വിവർത്തനം :
The act of sharing in the activities of a group.
The teacher tried to increase his students' engagement in class activities.അർത്ഥം : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
							ഉദാഹരണം : 
							ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି  ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
							
പര്യായപദങ്ങൾ : ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ, ଭାଗ
മറ്റ് ഭാഷകളിലേക്കുള്ള വിവർത്തനം :
Something determined in relation to something that includes it.
He wanted to feel a part of something bigger than himself.