അർത്ഥം : ୟୁନାନ୍ ଦେଶର ଚିକିତ୍ସା ପଦ୍ଧତି
							ഉദാഹരണം : 
							ତାଙ୍କର ୟୁନାନୀ ଦ୍ୱାରା କିଛି ଲାଭ ହେଲାନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ୟୁନାନର ନିବାସୀ
							ഉദാഹരണം : 
							ପ୍ରାଚୀନ କାଳରେ ୟୁନାନୀମାନେ ସମଗ୍ର ବିଶ୍ୱରେ ନିଜର ବୀରତ୍ୱର ପରିଚୟ ଖେଳାଇ ଦେଇଥିଲେ
							
പര്യായപദങ്ങൾ : ୟୁନାନବାସୀ
മറ്റ് ഭാഷകളിലേക്കുള്ള വിവർത്തനം :
यूनान का वासी।
प्राचीन काल में यूनानियों ने पूरे विश्व में अपनी वीरता का परचम लहरा दिया था।A native or resident of Greece.
grecianഅർത്ഥം : ୟୁନାନର ଭାଷା
							ഉദാഹരണം : 
							ଶ୍ୟାମ ୟୁନାନୀ ଭଲ ଭାବରେ କହିପାରେ
							
പര്യായപദങ്ങൾ : ୟୁନାନୀ ଭାଷା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ୟୁନାନ ସହିତ ସମ୍ବନ୍ଧିତ ବା ୟୁନାନ ଦେଶର
							ഉദാഹരണം : 
							ସେ ୟୁନାନୀ ସଂସ୍କୃତି ବିଷୟରେ ବହୁତ କିଛି ଜାଣିଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗ୍ରୀକ ଭାଷା ସଂବନ୍ଧିତ ବା ଗ୍ରୀକ ଭାଷାର
							ഉദാഹരണം : 
							ପ୍ଲାଟୋ, ଆରିଷ୍ଟୋଟଲ୍ ଆଦିଙ୍କ ଦ୍ୱାରା ଲିଖିତ ଗ୍ରୀକ ସାହିତ୍ୟର ଆଜି ମଧ୍ୟ ବହୁତ ମହତ୍ୱ ଅଛି
							
പര്യായപദങ്ങൾ : ଗ୍ରୀକ