അർത്ഥം : ମାନ, ମାପ, ଉପଯୋଗିତାଆଦି ତୁଳନାର ବିଚାରପାଇଁ ଗୋଟିଏ ବସ୍ତୁ ସହିତ ଅନ୍ୟ ଏକ ବସ୍ତୁ ସହ ରହିଥିବା ସମ୍ବନ୍ଧ ବା ଅପେକ୍ଷା
							ഉദാഹരണം : 
							ବହି ନିମନ୍ତେ ଲେଖକଙ୍କୁ ଦୁଇ ପ୍ରତିଶତ ଅନୁପାତରେ ରୟାଲ୍ଟି ମିଳୁଛି
							
പര്യായപദങ്ങൾ : ଅନୁପାତ
മറ്റ് ഭാഷകളിലേക്കുള്ള വിവർത്തനം :
The relative magnitudes of two quantities (usually expressed as a quotient).
ratioഅർത്ഥം : ଜପମାଳା ବା ଫୁଲଆଦିରେ ସୂତା ପୂରାଇ ତିଆରି କରାଯାଉଥିବା ବସ୍ତୁ ଯାହା ଗଳାରେ ପିନ୍ଧାଯାଏ
							ഉദാഹരണം : 
							ତାହାର ଗଳାରେ ଏକ ମୋତିମାଳା ଶୋଭାପାଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace