അർത്ഥം : ଚୋରି କରିବାପାଇଁ ପ୍ରବୃତ୍ତ କରିବା
							ഉദാഹരണം : 
							ଜଗୁଆଳି କାରଖାନାର ଜିନିଷ ଚୋରାଇଲା
							
പര്യായപദങ്ങൾ : ଅପହୃତ କରିବା, ଚୋରାଇବା, ଚୋରିକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବ୍ୟକ୍ତିଆଦିକୁ ବଳପୂର୍ବକ ଭାବରେ ଉଠାଇନେବା
							ഉദാഹരണം : 
							ଆତଙ୍କବାଦୀମାନେ କାଶ୍ମୀରର ଜଣେ ମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେଲେ
							
പര്യായപദങ്ങൾ : ଅପହରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी व्यक्ति आदि को बलपूर्वक उठा ले जाना।
आतंकवादियों ने कश्मीर के एक मंत्री की बेटी का अपहरण किया।