അർത്ഥം : ଗଣିତ ଅନ୍ତର୍ଗତ ଭଗ୍ନାଂଶର ତଳ ସଂଖ୍ୟା ଯାହା ନିଜସ୍ୱ ଅଂଶକୁ ଦର୍ଶାଏ
							ഉദാഹരണം : 
							କୌଣସି ବସ୍ତୁର ଦୁଇ ତୃତୀୟାଂଶରେ ହର ହେଉଛି ତିନି
							
പര്യായപദങ്ങൾ : ଭାଗସଂଖ୍ୟା
മറ്റ് ഭാഷകളിലേക്കുള്ള വിവർത്തനം :
गणित के अंतर्गत भिन्न संख्या में से नीचे वाली संख्या जो अपने आधार पर अंश को दर्शाती है।
किसी वस्तु के दो तिहाई में तीन हर है।The divisor of a fraction.
denominatorഅർത്ഥം : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
							ഉദാഹരണം : 
							ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
							
പര്യായപദങ്ങൾ : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବିଶ୍ୱନାଥ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ
മറ്റ് ഭാഷകളിലേക്കുള്ള വിവർത്തനം :
एक सृष्टिनाशक हिन्दू देवता।
शंकर की पूजा लिंग के रूप में प्रचलित है।