അർത്ഥം : ଯେଉଁ ସେବା ଏକ ସଂସ୍ଥା ବା କୌଣସି ଉପକରଣଠାରୁ ମିଳିଥାଏ
							ഉദാഹരണം : 
							ଏହି ମୋବାଇଲରେ ଇଣ୍ଟରନେଟ ସୁବିଧା ରହିଛି
							
മറ്റ് ഭാഷകളിലേക്കുള്ള വിവർത്തനം :
A service that an organization or a piece of equipment offers you.
A cell phone with internet facility.അർത്ഥം : ଯେଉଁ ସ୍ଥିତିରେ କୌଣସି କାମ କରିବାରେ କଠିନତା ବା ବାଧା ନ ଥାଏ
							ഉദാഹരണം : 
							ଅନ୍ୟ ଅପେକ୍ଷା ଆପଣଙ୍କ ସହିତ କାମ କରିବାରେ ବହୁତ ସୁବିଧା ଅଛି
							
പര്യായപദങ്ങൾ : ସୁଗମତା
മറ്റ് ഭാഷകളിലേക്കുള്ള വിവർത്തനം :
Freedom from difficulty or hardship or effort.
He rose through the ranks with apparent ease.