അർത്ഥം : ଯେ ବିନା ବିଚଳନ ବା ଅବରୋଧ ବା ବାଧାକୁ ଜାରି ରଖେ ବା ସିଧା ବା ଅନ୍ୟ ଅପେକ୍ଷା ଛୋଟ ଏବଂ କମ୍ ହୋଇଥାଏ
							ഉദാഹരണം : 
							ଏଠାରୁ ଦିଲ୍ଲୀ ଯିବାପାଇଁ ସିଧା ରାସ୍ତା କୁହନ୍ତୁ ଏଠାରୁ ବମ୍ବେ ଯିବାପାଇଁ କଣ ସିଧା ଉଡାଜାହାଜ ଅଛି
							
മറ്റ് ഭാഷകളിലേക്കുള്ള വിവർത്തനം :
जो बिना विचलन या रुकावट या बाधा के जारी रहे या सीधा हो या दूसरे की अपेक्षा छोटा और सटीक हो।
यहाँ से दिल्ली जाने का सीधा रास्ता बताइए।അർത്ഥം : କୌଣସି ବାହାନା ବା ବୁଝାମଣା ବିନା ସିଧାରେ
							ഉദാഹരണം : 
							ସେ ଏମିତି ସାଦାସିଧା ନୁହେଁ ଯେତିକି ଦେଖେଉଛି
							
പര്യായപദങ്ങൾ : ନିଷ୍କପଟ, ସରଳ, ସାଦାସିଧା
മറ്റ് ഭാഷകളിലേക്കുള്ള വിവർത്തനം :
Without evasion or compromise.
A square contradiction.അർത്ഥം : ବିନା ମୋଡ଼ିବାରେ
							ഉദാഹരണം : 
							ଆପଣ ଏଠାରୁ ସିଧା ଯାଆନ୍ତୁ ଓ ଡାକଘରଠାରୁ ବାମକୁ ମୋଡ଼ି ଯାଆନ୍ତୁ
							
പര്യായപദങ്ങൾ : ସଳଖ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶିଷ୍ଟ ବ୍ୟବହାରରେ ବା ଭଲ ଭାବରେ
							ഉദാഹരണം : 
							ସେ ମୋ ସହିତ କେବେବି ସିଧା କଥା କହେନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
शिष्ट व्यवहार से या अच्छी तरह से।
वह मुझसे कभी सीधे बात नहीं करती।അർത്ഥം : ବିଚଳିତ ନ ହୋଇ
							ഉദാഹരണം : 
							ତୁମେ ମୋତେ ସିଧା ଓ ସଫା ସଫା କୁହ କଣ ହେଲା?
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିନା ମଧ୍ୟସ୍ଥରେ
							ഉദാഹരണം : 
							ମୁ ଟଙ୍କା ପାଇଁ ସିଧା ତାଙ୍କ ସହିତ କଥା ହେଇଥିଲି
							
മറ്റ് ഭാഷകളിലേക്കുള്ള വിവർത്തനം :
Without anyone or anything intervening.
These two factors are directly related.